ତରଳୀକୃତ Taraḻīkṛuta

  • ସଂ. ବିଣ (ତରଳ+ଅଦ୍ଭୂତ ତଦ୍ଭାବାର୍ଥରେ ଚ୍ୱି; ଈ+କୃତ) — କଠିନ ଅବସ୍ଥାରୁ ତରଳ ଅବସ୍ଥା କରାଯାଇଥିବା — Liquefied; molten