ତରଳ ପଦାର୍ଥ Taraḻa padārtha
- ସଂ. ବି. (କର୍ମଧା; ତରଳ+ପଦାର୍ଥ) — ଜଳୀୟ ବା ଦ୍ରବ ପଦାର୍ଥ — Liquid; fluid
- ସଂ. ବି. (କର୍ମଧା; ତରଳ+ପଦାର୍ଥ) — [ଦ୍ର—ପଦାର୍ଥବିଦ୍ୟା ଅନୁସାରେ ପଦାର୍ଥମାନ 3 ଶ୍ରେଣୀରେ ବିଭକ୍ତ; ଯଥା—ଘନ, ତରଳ ଓ ବାୟବୀୟ।] — [ଦ୍ର—ପଦାର୍ଥବିଦ୍ୟା ଅନୁସାରେ ପଦାର୍ଥମାନ3ଶ୍ରେଣୀରେ ବିଭକ୍ତ; ଯଥା—ଘନ, ତରଳ ଓ ବାୟବୀୟ]