ତର ପଦୀ Tara padī

  • ସଂ. ବିଣ (ତର=ତରଣଯୋଗ୍ୟ+ପଦ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ସନ୍ତରଣପଟୁ ଲିପ୍ତପଦବିଶିଷ୍ଟ (ହଂସାଦି) — Web-footed (swan etc.)
  • ସଂ. ବି — ହଂସାଦି ଲିପ୍ତପଦବିଶିଷ୍ଟ ଜଳଚର ପକ୍ଷୀ — Webfooted aquatic birds; Nattatores; (e.g. swan)