ତରକ ତ୍ୟାଗୀ Taraka tyāgī
- ଦେ. ବି — ଯେଉଁ ଯୋଗୀ ଅନ୍ୟଠାରୁ ଭିକ୍ଷା ଗ୍ରହଣ କରେ ନାହିଁ ଓ ଯାହା ପାଏ ତାହା କ୍ଷୁଧା— ଶାନ୍ତି ପାଇଁ ସଙ୍ଗେସଙ୍ଗେ ଭୋଜନ କରେ — An anchorite who does not take any gift but only eats any food given him when hungry
- ଦେ. ବି — ତରକତ୍ୟାଗୀ ବୋଲି ତାକୁ କହି ଥୋକାଏ ଜାଣଇ ଜ୍ଞାନୀ ନୁହଇ—ପ୍ରାଚୀ. ପରଚେଗୀତା।
- ଦେ. ବି — ଯେଉଁ ବ୍ଯକ୍ତିର ଜ୍ଞାନ ଅତି ସାମାନ୍ୟ ଥିବାରୁ ସେ ଧର୍ମ ବିଷୟରେ ତର୍କ କରେ ନାହିଁ — A person whose knowledge is scanty and so who does not enter into arguments