ତର ସହିବା Tara sahibā

  • ଦେ. ବି — ସମୟ ହେବା; ବେଳ ଅଣ୍ଟିବା; କାଳ ପାଇବା — There being sufficient time
  • ଦେ. ବି — (ଯଥା—ଇସ୍କୁଲିଆ ଟୋକାଙ୍କୁ ମୁଠାଏ ଖାଇବା ପାଇଁ ତର ସହେ ନାହିଁ)
  • ଦେ. ବି — କିଛିକ୍ଷଣ ଅପେକ୍ଷା କରିବାର ସୁବିଧା ହେବା — 2. Affording to wait for some time