ତରକ ତାରକ Taraka tāraka

  • ଦେ. ବି (ସଂ. ତର୍କ ଧାତୁ) — ବିଶେଷ ସାବଧାନତା; ହୁସିଆରି — Vigilance
  • ଦେ. ବି (ସଂ. ତର୍କ ଧାତୁ) — ତାକତରକ; ପରସ୍ପର ଜଗାଜଗି — Watching each other
  • ଦେ. ବି (ସଂ. ତର୍କ ଧାତୁ) — (ଯଥା—ମାମଲତକାର ଦୁଇ ଜଣଯାକ ଯେଝା ତରକ— ତାରକରେ ଅଛନ୍ତି।)