ତରକ Taraka
- ଗ୍ରା. (ପଦ୍ଯ) ବି (ସଂ. ତର୍କ) — ବାଦାନୁବାଦ; ତର୍କ — Reasoning; argument
- ଗ୍ରା. (ପଦ୍ଯ) ବି (ସଂ. ତର୍କ) — ଛନ୍ଦ; କପଟ; ଧୂର୍ତ୍ତତା — Deceit; craftiness; fraud; knavery
- ଗ୍ରା. (ପଦ୍ଯ) ବି (ସଂ. ତର୍କ) — କୌଶଳ — Trick
- ଗ୍ରା. (ପଦ୍ଯ) ବି (ସଂ. ତର୍କ) — କର୍ଣ୍ଣ ତ ଯୁଦ୍ଧ ଛୁଅ ତରକ ଜାଣନ୍ତି ପକାଇଲେ ହେଲେ ବିନ୍ଧିଲେ ଶର ଅତି—କୃଷ୍ଣସିଂହ. ମହାଭାରତ କର୍ଣ୍ଣ।