ତର ସ୍ଥାନ Tara sthāna

  • ସଂ. ବି ( 6 ଷ୍ଠୀ ତତ୍; ତର+ସ୍ଥାନ) — ନଈ ପାରି ହେବାର ଘାଟ — Ferry-ghat; wharf
  • ସଂ. ବି ( 6 ଷ୍ଠୀ ତତ୍; ତର+ସ୍ଥାନ) — ଯେଉଁଠାରେ ନଈ ପାରି ହେବା ବ୍ଯକ୍ତିମାନେ ଉତୁରନ୍ତି — A landing place