ତମୋଗୁଣ Tamoguṇa
- ସଂ. ବି. (ମ. ପ. ଲୋ; ତମଃ+ଗୁଣ) — ମନୁଷ୍ୟ ପ୍ରକୃତିର 3 ଗୋଟି ଗୁଣ ମଧ୍ୟରୁ ଅଧମ ଗୁଣ — ମନୁଷ୍ୟ ପ୍ରକୃତିର3ଗୋଟି ଗୁଣ ମଧ୍ୟରୁ ଅଧମ ଗୁଣ. The lowest human passion
- ସଂ. ବି. (ମ. ପ. ଲୋ; ତମଃ+ଗୁଣ) — [ଦ୍ର—କାମ କ୍ରୋଧାଦି ଷଡ଼ରିପୁ ଏଥିରୁ ଜାତ।]
- ସଂ. ବି. (ମ. ପ. ଲୋ; ତମଃ+ଗୁଣ) — ସୃଷ୍ଟିର ଆଦିମ ପ୍ରକୃତିର ଏକତମ ଗୁଣ — One of the 3 primeval qualities of matter
- ସଂ. ବି. (ମ. ପ. ଲୋ; ତମଃ+ଗୁଣ) — [ଦ୍ର—ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରକୃତି ସତ୍ତ୍ୱ, ରଜଃ ଓ ତମଃ ଏହି 3 ଗୁଣରେ ବିଭକ୍ତ। ସତ୍ତ୍ୱ ଗୁଣକୁ ଉଚ୍ଚ ବା ସୁଗୁଣ ବୋଲା— ଯାଏ। ଏହାଦ୍ୱାରା ସୃଷ୍ଟିର ଆରମ୍ଭ। ରଜଃ ମଧ୍ୟମ, ଏହା ଦ୍ୱାରା ସୃଷ୍ଟିର ପାଳନ; ତମଃ ଅଧମ ବା ମନ୍ଦଗୁଣ, ଏହାଦ୍ୱାରା ସୃଷ୍ଟିର ନାଶ।] — [ଦ୍ର—ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରକୃତି ସତ୍ତ୍ୱ, ରଜଃ ଓ ତମଃ ଏହି3ଗୁଣରେ ବିଭକ୍ତ ସତ୍ତ୍ୱ ଗୁଣକୁ ଉଚ୍ଚ ବା ସୁଗୁଣ ବୋଲା— ଯାଏ ଏହାଦ୍ୱାରା ସୃଷ୍ଟିର ଆରମ୍ଭ ରଜଃ ମଧ୍ୟମ, ଏହା ଦ୍ୱାରା ସୃଷ୍ଟିର ପାଳନ; ତମଃ ଅଧମ ବା ମନ୍ଦଗୁଣ, ଏହାଦ୍ୱାରା ସୃଷ୍ଟିର ନାଶ]
- ସଂ. ବି. (ମ. ପ. ଲୋ; ତମଃ+ଗୁଣ) — ଅହଂକାର — Arrogance; pride
- ସଂ. ବି. (ମ. ପ. ଲୋ; ତମଃ+ଗୁଣ) — ସୃଷ୍ଟିର ପ୍ରଳୟକାରିଣୀ ଶକ୍ତି — The force which destroys the universe