ତମୀଜ୍ Tamīj

  • ବୈଦେ. ବି. (ଆ) — ଭଲ ଓ ମନ୍ଦ ଚିହ୍ନିବା ଶକ୍ତି — Discrimination
  • ବୈଦେ. ବି. (ଆ) — ବୁଦ୍ଧି — Intelligence
  • ବୈଦେ. ବି. (ଆ) — ଆଦବ କାଇଦା — Etiquette