ତମୋଗୁଣୀ Tamoguṇī

  • ସଂ. ବିଣ. ପୁଂ. (ତମୋଗୁଣ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ତମୋଗୁଣ—ପ୍ରଧାନ (ବ୍ଯକ୍ତି) — (a person) Having the lower animal passions predominant in the temperament