ତମିସ୍ରା Tamisrā

  • ସଂ. ବି. ସ୍ତ୍ରୀ. (ତମିସ୍+ସ୍ତ୍ରୀ. ଆ) — ଗାଢ଼ ଅନ୍ଧକାର; ଘନାନ୍ଧକାର — Deep darkness
  • ସଂ. ବି. ସ୍ତ୍ରୀ. (ତମିସ୍+ସ୍ତ୍ରୀ. ଆ) — ଗାଢ଼ ଅନ୍ଧକାରମୟୀ ରାତ୍ରି; ତମୋମୟୀ ରଜନୀ — Very dark night