ତମୋଘ୍ନ Tamoghna

  • ସଂ. ବିଣ. ପୁଂ. (ତମସ୍=ଅନ୍ଧକାର+ହନ୍ ଧାତୁ=ନାଶ କରିବା+କର୍ତ୍ତୃ. ଅ) — ଯେ ଅନ୍ଧକାର ନାଶ କରେ; ତମୋହା; ତମୋପହ; ତମୋହର; ତମୋନୁଦ — Dispelling darkness
  • ସଂ. ବି — ସୂର୍ଯ୍ୟ — 2. The sun
  • ସଂ. ବି — ଚନ୍ଦ୍ର — The moon
  • ସଂ. ବି — ଅଗ୍ନି — Fire
  • ସଂ. ବି — ଦୀପଶିଖା — Flame of lamp-light
  • ସଂ. ବି — ବିଷ୍ଣୁ; ପରମେଶ୍ୱର — God; Bishṇu
  • ସଂ. ବି — ଶିବ; ମହାଦେବ — 5. God Ṡiba
  • ସଂ. ବି — ବୁଦ୍ଧଦେବ — The Buddha
  • ସଂ. ବି — ଜ୍ଞାନ — True knowledge