ତମୋଭିଦ୍ Tamobhid

  • ସଂ. ବି. ପୁଂ (ତମସ୍+ଭିଦ୍ ଧାତୁ=ଭେଦ କରିବା+କର୍ତ୍ତୃ କ୍ୱିପ୍) — ଖଦ୍ୟୋତ; ଜୁଳୁଜୁଳିଆ ପୋକ — Firefly
  • ବିଣ. — ଅନ୍ଧକାର ବିନାଶକ — Dispelling darkness