ତମୋମଣି Tamomaṇi

  • ସଂ. ବି. ପୁଂ (ତମଃ+ମଣି; ରୂପକ) — ଖଦ୍ୟୋତ — Firefly
  • ସଂ. ବି. ପୁଂ (ତମଃ+ମଣି; ରୂପକ) — ଗୋମେଦ ମଣି; ପୀତବର୍ଣ୍ଣ ରତ୍ନ; ବୈଦୂର୍ଯ୍ୟ ମଣି — The topaz or agate (a gem)