ତମୋମୟ Tamomaya
- ସଂ. ବିଣ. ପୁଂ. (ତମସ୍+ପ୍ରାଚୁର୍ଯ୍ୟାର୍ଥେ. ମୟ) — ତମସାଚ୍ଛନ୍ନ; ଅନ୍ଧକାରାବୃତ — Dark; gloomy; involved in darkness
- ସଂ. ବିଣ. ପୁଂ. (ତମସ୍+ପ୍ରାଚୁର୍ଯ୍ୟାର୍ଥେ. ମୟ) — ଅଜ୍ଞାନାଚ୍ଛନ୍ନ — Steeped in ignorance
- ସଂ. ବିଣ. ପୁଂ. (ତମସ୍+ପ୍ରାଚୁର୍ଯ୍ୟାର୍ଥେ. ମୟ) — ଅହଂକାର ପରିପୂର୍ଣ୍ଣ — Steeped in arrogance
- ସଂ. ବିଣ. ପୁଂ. (ତମସ୍+ପ୍ରାଚୁର୍ଯ୍ୟାର୍ଥେ. ମୟ) — ରୋଷାବିଷ୍ଟ — Wrathful
- ସଂ. ବି. ପୁଂ. — ରାହୁ — The Ascending Node