ତମୋହର Tamohara

  • ସଂ. ବିଣ. ପୁଂ (ତମସ୍+ହୃ ଧାତୁ+କର୍ତ୍ତୃ. ଅ) — ଅନ୍ଧକାର— ନାଶକ; ତମୋଘ୍ନ — Dispelling darkness
  • ସଂ. ବି. — ଚନ୍ଦ୍ର — The moon
  • ସଂ. ବି. — ସୂର୍ଯ୍ୟ — The sun
  • ସଂ. ବି. — ଦୀପ — Lamp
  • ସଂ. ବି. — ଅଗ୍ନି — Fire