ତମୀ Tamī
- ସଂ. ବି. (ତମ+ଯୁକ୍ତ ବା ଅଛି ଅର୍ଥରେ ଈ) — ରାତ୍ରି — Night
- ସଂ. ବି. (ତମ+ଯୁକ୍ତ ବା ଅଛି ଅର୍ଥରେ ଈ) — ହରିଦ୍ରା; ହଳଦି — Turmeric
- ଦେ. ବିଣ. (ସଂ. ତମସ୍ୱୀ) — କ୍ରୋଧୀ; ରାଗୀ — Angry; wrathful
- ଦେ. ବିଣ. (ସଂ. ତମସ୍ୱୀ) — ଭୟରେ ଦୂର୍ଯ୍ୟୋଧନ ସୂଚୀ ଅଗ୍ରେ ଭୂମି ଦେବାର ନୁହନ୍ତି ସେ ଅଟନ୍ତି ତ ତମୀ। କୃଷ୍ଣସିଂହ. ମହାଭାରତ ଉଦୋଗୀ।
- ଦେ. ବିଣ. (ସଂ. ତମସ୍ୱୀ) — (ବ୍ୟସନାଦିରେ) ଆସକ୍ତ; ରତ — Addicted to
- ଦେ. ବିଣ. (ସଂ. ତମସ୍ୱୀ) — ଦ୍ରୌପଦୀ ବୋଇଲେ କି ବୋଲ ପ୍ରୀତିକାମି କେଉଁ ରାଜା ଅଛି ଖେଳରେ ହୋଇ ତମୀ। କୃଷ୍ଣସିଂହ. ମହାଭାରତ. ସଭା।