ତନ୍ଦୁର୍ Tandur

  • ବୈଦେ. ବି. (ଫା. ତନୁର୍, ଉର୍ଦ୍ଦୁ ତନ୍ଦୁର୍) — ପାଉଁରୁଟି ତିଆରି କରାଯିବା ଚୁଲ୍ଲୀ ବା ଭାଟୀ — An oven for baking loaf
  • ବୈଦେ. ବି. (ଫା. ତନୁର୍, ଉର୍ଦ୍ଦୁ ତନ୍ଦୁର୍) — [ଦ୍ର—ଏ ଚୁଲ୍ଲୀ ଉଗୁଡ଼ା ହେବା ହାଣ୍ଡି ଆକାରର ମାଟି ବା ଚୂନରେ ତିଆରି; ଏଥିରେ ଗୋଟିଏ ଛୋଟ ଦ୍ୱାର ଥାଏ। ଏଥିରେ ବହୁକ୍ଷଣ କାଠ ବା ଅଙ୍ଗାର ଜାଳି ଏହାର କାନ୍ଥ ଖୁବ ତାତିଗଲା ପରେ ଏହା ମଧ୍ୟରୁ ପାଉଁଶ ଆଦି କାଢ଼ି ଆଣି ତହିଁ ମଧ୍ୟରେ ପାଉଁରୁଟିର ଗୋଳାମାନ ରଖି ଦେଲେ ଉକ୍ତ ରୁଟି ଫୁଲି ଯାଏ।]