ତନ୍ଦରା Tandarā
- ପ୍ରାଦେ. ବି. (ଗଞ୍ଜାମ; ଗଡ଼ଜାତ) (ସଂ. ତ୍ୱରା) — ଉଦ୍ବେଗ — Eagerness; anxiety
- ପ୍ରାଦେ. ବି. (ଗଞ୍ଜାମ; ଗଡ଼ଜାତ) (ସଂ. ତ୍ୱରା) — ଉତ୍କଣ୍ଠା — Uneasiness
- ପ୍ରାଦେ. ବି. (ଗଞ୍ଜାମ; ଗଡ଼ଜାତ) (ସଂ. ତ୍ୱରା) — ଅସ୍ଥିରତା — Restlessness
- ପ୍ରାଦେ. ବି. (ଗଞ୍ଜାମ; ଗଡ଼ଜାତ) (ସଂ. ତ୍ୱରା) — ତ୍ୱରାନ୍ୱିତ ଅବସ୍ଥା — Hurry; haste
- ବିଣ. (ସଂ. ତ୍ୱାରାନ୍ୱିତ) — ଉଦ୍ବିଗ୍ନ — Anxious
- ବିଣ. (ସଂ. ତ୍ୱାରାନ୍ୱିତ) — ଅସ୍ଥିର — Restless
- ବିଣ. (ସଂ. ତ୍ୱାରାନ୍ୱିତ) — ତ୍ୱରାନ୍ୱିତ — In haste