ତନ୍ଦ୍ରା Tandrā
- ସଂ. ବି. ସ୍ତ୍ରୀ. (ତନ୍ଦ୍ର୍ ଧାତୁ= ଅଳସ ହେବା+ ଭାବ. ଅ) — ଅଳ୍ପ ନିଦ୍ରା; ଛାଇ ନିଦ — Slight sleep; nap
- ସଂ. ବି. ସ୍ତ୍ରୀ. (ତନ୍ଦ୍ର୍ ଧାତୁ= ଅଳସ ହେବା+ ଭାବ. ଅ) — ନିଦ୍ରାବେଶ; ନିଦ ମାଡ଼ିବା; ଘୁମାଇବା — Drowsiness; sleepiness; dozing
- ସଂ. ବି. ସ୍ତ୍ରୀ. (ତନ୍ଦ୍ର୍ ଧାତୁ= ଅଳସ ହେବା+ ଭାବ. ଅ) — ଜଡ଼ତା; ଆଳସ୍ୟ — Sloth; idleness; laziness
- ସଂ. ବି. ସ୍ତ୍ରୀ. (ତନ୍ଦ୍ର୍ ଧାତୁ= ଅଳସ ହେବା+ ଭାବ. ଅ) — ଅବସାଦ; ଅବସନ୍ନତା — Lassitude; weariness; langour
- ପ୍ରାଦେ. (ଗଞ୍ଜାମ, ଗଡ଼ଜାତ) ବିଣ ଓ ବି — ତନ୍ଦରା (ଇତ୍ୟାଦି) (ଦେଖ) — Tandarā (etc) (See)