ତନ୍ଦ୍ରାଳୁ Tandrāḻu

  • ସଂ. ବିଣ (ତନ୍ଦ୍ରା+ଶୀଳାର୍ଥେ ଆଳୁ) — ନିଦ୍ରାଳୁ; ଘୁମା — Drowsy; sleepy
  • ସଂ. ବିଣ (ତନ୍ଦ୍ରା+ଶୀଳାର୍ଥେ ଆଳୁ) — ଅଳସ — Slothful; idle
  • ସଂ. ବିଣ (ତନ୍ଦ୍ରା+ଶୀଳାର୍ଥେ ଆଳୁ) — କ୍ଳାନ୍ତ; ଅବସନ୍ନ — Weary