ତନ୍ଦ୍ରି Tandri

  • ସଂ. ବି (ତନ୍ଦ୍ର୍ ଧାତୁ+ ଭାବ ଇ) — ନିଦ୍ରାବେଶ — Sleepiness; drowsiness
  • ସଂ. ବି (ତନ୍ଦ୍ର୍ ଧାତୁ+ ଭାବ ଇ) — ଆଳସ୍ୟ — Slothfulness
  • ସଂ. ବି (ତନ୍ଦ୍ର୍ ଧାତୁ+ ଭାବ ଇ) — କ୍ଳାନ୍ତି — Weariness
  • ସଂ. ବି (ତନ୍ଦ୍ର୍ ଧାତୁ+ ଭାବ ଇ) — ମୂର୍ଚ୍ଛା — Fit of fainting