ତନ୍ଦ୍ରୀ Tandrī

  • ସଂ. ବି. (ତନ୍ଦ୍ର୍ ଧାତୁ+ ଇ+ ସ୍ତ୍ରୀ, ଈ) — ତନ୍ଦ୍ରି (ଦେଖ) — Tandri (See)
  • ସଂ. ବି. (ତନ୍ଦ୍ର୍ ଧାତୁ+ ଇ+ ସ୍ତ୍ରୀ, ଈ) — ଭ୍ରୂକୁଟି—(ହି. ଶବ୍ଦସାଗର) — Frowning
  • ସଂ. ବି. (ତନ୍ଦ୍ର୍ ଧାତୁ+ ଇ+ ସ୍ତ୍ରୀ, ଈ) — ଭୃ (ହି. ଶବ୍ଦସାଗର) — Eyebrow