ତନ୍ଦରା ପଡ଼ିବା Tandarā paṟḍ̠ibā

  • ପ୍ରାଦେ. (ଗଞ୍ଜାମ; ଗଡ଼ଜାତ) କ୍ରି. — କୌଣସି ବିଷୟରେ ଉଦ୍ବିଗ୍ନ ହେବା — To show anxiety or uneasiness in any work
  • ପ୍ରାଦେ. (ଗଞ୍ଜାମ; ଗଡ଼ଜାତ) କ୍ରି. — କୌଣସି ବିଷୟରେ ତ୍ୱରାନ୍ୱିତ ହେବା — To be in haste; to be in hurry