ତନ୍ଦରା କରିବା Tandarā karibā

  • ପ୍ରାଦେ. (ଗଞ୍ଜାମ; ଗଡ଼ଜାତ). କ୍ରି — କୌଣସି କାର୍ଯ୍ୟ କରିବା ନିମନ୍ତେ କୌଣସି ବ୍ଯକ୍ତିକୁ ତ୍ୱରାନ୍ୱିତ କରାଇବା ବା ବେଗ ଦେବା; କାଉଳି କରାଇବା — To incite or press a person to push on with a work; to hurry up another person to do a work