ଢଳନୟନା Ḍhaḻanayanā

  • ଦେ. ବିଣ. ସ୍ତ୍ରୀ — ଲୋଳନୟନା — Having tremulous eyes
  • ଦେ. ବିଣ. ସ୍ତ୍ରୀ — ଢୋଳାଇ ଢୋଳାଇ ଢଳିପଡ଼େ ଢଳ ନୟନା ମୋ କୋଳ ପରେ। ଲଡ଼ୁକିଶୋର ମହାପାତ୍ର, କାମଦୁହା ଚଉତିଷା।