ଢଳିପଡ଼ିବା Ḍhaḻi paṟḍ̠ibā

  • ଦେ. କ୍ରି—(ସଂ. ଟଳ ଧାତୁ) — ଟଳି ପଡ଼ିବା — To tumble down to the ground
  • ଦେ. କ୍ରି—(ସଂ. ଟଳ ଧାତୁ) — ନିଜ ନିଶ୍ୱାସରେ ପଡ଼ିଲେ ଢଳି—କବିସୂର୍ଯ୍ୟ. ସଂଙ୍ଗୀତ।
  • ଦେ. କ୍ରି—(ସଂ. ଟଳ ଧାତୁ) — ମରିଯିବା — To die
  • ଦେ. କ୍ରି—(ସଂ. ଟଳ ଧାତୁ) — (ଯଥା—ଆପେ ଢଳି ପଡ଼ିଲେ ପୃଥିବୀ ଅନ୍ଧାର।)
  • ଦେ. କ୍ରି—(ସଂ. ଟଳ ଧାତୁ) — ଆଉଜି ପଡ଼ିବା — To lean
  • ଦେ. କ୍ରି—(ସଂ. ଟଳ ଧାତୁ) — ମୋର ଉରକୁ ସେ ଢଳିପଡ଼ଇ—ଭଞ୍ଜ. ପ୍ରେମସୁଧାନିଧି।
  • ଦେ. କ୍ରି—(ସଂ. ଟଳ ଧାତୁ) — ମୁଗ୍ଧ ହେବା; ତନ୍ମୟ ହେବା; ମୋହଯୁକ୍ତ ହେବା
  • ଦେ. କ୍ରି—(ସଂ. ଟଳ ଧାତୁ) — ପଦ୍ମ ପତର ପରି ଅଟଇ ନୟନ ଚାହିଁଲାକ୍ଷଣି ତଳି ପଡ଼ନ୍ତି ମୁନିଜନ। କୃଷ୍ଣସିଂହ. ମହାଭାରତ. ବନ।