ଢଳା Ḍhaḻā
- ଦେ. ବି (ସଂ. ହାଳି ଧାତୁ=ଚାଳନ; ଦ୍ରାହ୍ ଧାତୁ=ନିକ୍ଷେପ) — ଢଳି ପଡ଼ିବା — Falling down, tumbling
- ଦେ. ବି (ସଂ. ହାଳି ଧାତୁ=ଚାଳନ; ଦ୍ରାହ୍ ଧାତୁ=ନିକ୍ଷେପ) — ଢଳିବା; ଏକପାଖକୁ ସାମାନ୍ୟରେ ନଇଁପଡ଼ିବା — Leaning; inclining to one side
- ଦେ. ବି (ସଂ. ହାଳି ଧାତୁ=ଚାଳନ; ଦ୍ରାହ୍ ଧାତୁ=ନିକ୍ଷେପ) — ଢାଳିବା କର୍ମ — 3. Act of pouring
- ଦେ. ବି (ସଂ. ହାଳି ଧାତୁ=ଚାଳନ; ଦ୍ରାହ୍ ଧାତୁ=ନିକ୍ଷେପ) — ଚଳାଚଳ ନୟନ ଢଳା ରସକୁ ମନ ବଳାଅ ରେ। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. ବି (ସଂ. ହାଳି ଧାତୁ=ଚାଳନ; ଦ୍ରାହ୍ ଧାତୁ=ନିକ୍ଷେପ) — (ଦୃଷ୍ଟିକୁ) ବାଙ୍କ କରିବା — Bending; ogling
- ଦେ. ବି (ସଂ. ହାଳି ଧାତୁ=ଚାଳନ; ଦ୍ରାହ୍ ଧାତୁ=ନିକ୍ଷେପ) — ଧାତୁ ଢାଳିବା ଛାଞ୍ଚ — Mould
- ଦେ. ବି (ସଂ. ହାଳି ଧାତୁ=ଚାଳନ; ଦ୍ରାହ୍ ଧାତୁ=ନିକ୍ଷେପ) — ଧାତୁକୁ ତରଳାଇ ଛାଞ୍ଚରେ ଢାଳିବା କର୍ମ — Act of pouring molten metal into a mould
- ବିଣ — ଢଳିଥିବା; ସାମାନ୍ୟରେ ଏକପାଖକୁ ଟଳିଥିବା — Slightly leaning to one side
- ବିଣ — ଆଉଟା ହୋଇ ଛାଞ୍ଚରେ ଇଡ଼ା ଯାଇଥିବା — Molten and cast into a mould.!
- ବିଣ — ଆଉଟା ହୋଇ ଛାଞ୍ଚରେ ଇଡ଼ା ହୋଇଥିବା ଧାତୁ ଦ୍ୱାରା ପ୍ରସ୍ତୁତ — Made of molten metal cast in mould
- ବିଣ — ଅମୃତ ଭାବରସେ ଢଳା ବାଗ୍ଦେବୀ ବାଣୀ ବ୍ରହ୍ମକଳା। ମଧୁସୂଦନ, ସଙ୍ଗୀତମାଳା।
- ବିଣ — ପ୍ରଚୁର ରୁପେ ଇଡ଼ା ହୋଇଥିବା — Poured profusely