ଢଳାଢଳି କରିବା Ḍhaḻāḍhali Karibā

  • ଦେ. କ୍ରି — ଇଡ଼ାଇଡ଼ି କରିବା; ତରଳ ପଦାର୍ଥକୁ ଏକ ପାତ୍ରରୁ ଅନ୍ଯ ପାତ୍ରରେ ବା ସ୍ଥାନରେ ଇଡ଼ିବା — To Pour out