ଢଳ ହଳ Ḍhaḻa haḻa

  • ଦେ. ବିଣ — ଢଳଢଳ (ଦେଖ) — Ḍhaḻa ḍhaḻa (See)
  • ଦେ. ବିଣ — କମଳଦଳେ ଢଳହଳ ( 2 ) କାଳିନ୍ଦୀଜଳ ପରା ଡୋଳା ଢଳୁଛି। ଭଞ୍ଜ. ଲାବଣ୍ୟବତୀ। — କମଳଦଳେ ଢଳହଳ (2) କାଳିନ୍ଦୀଜଳ ପରା ଡୋଳା ଢଳୁଛି ଭଞ୍ଜ. ଲାବଣ୍ୟବତୀ