ଡାଲ୍ନା Ḍālnā

  • ଦେ. ବି. (ବଙ୍ଗଳାରୁ ଅନୁକୃତ) — ଶିନ୍ତୁଳା — A kind of soupless-curry
  • ଦେ. ବି. (ବଙ୍ଗଳାରୁ ଅନୁକୃତ) — ଡାଲିରେ ବିଭିନ୍ନ ପରିବା ପକାଇ ଯେଉଁ ବ୍ୟଞ୍ଜନ ପ୍ରସ୍ତୁତ ହୁଏ — A curry prepared by boiling pulse and vegetables together