ଡାଲି ରୋଟୀ Ḍāli roṭī
- ଦେ. ବି — (ଭାରତର ଉତ୍ତରପଶ୍ଚିମ ଦେଶବାସୀଙ୍କର ଖାଦ୍ୟର 2 ଟି ପ୍ରଧାନ ସାମଗ୍ରୀ) ଡାଲି ଓ ରୁଟୀ — (ଭାରତର ଉତ୍ତରପଶ୍ଚିମ ଦେଶବାସୀଙ୍କର ଖାଦ୍ୟର2ଟି ପ୍ରଧାନ ସାମଗ୍ରୀ) ଡାଲି ଓ ରୁଟୀ— . Soup of pulses and bread; the (two chief ingredients of the food of the people of Northwestern India)
- ଦେ. ବି — (ଲକ୍ଷଣାର୍ଥ) ଜୀବିକା — (figurative) Livelihood