ଡାଲି ଭାତ Ḍāḻi bhāta

  • ଦେ. ବି. (ସଂ. ଦଳ+ଭକ୍ତ) — ଭୋଜନାର୍ଥ ପ୍ରସ୍ତୁତ ଡାଲି ଓ ଭାତ — Boiled pulse and rice used for meal
  • ଦେ. ବି. (ସଂ. ଦଳ+ଭକ୍ତ) — ଶୂଦ୍ର ଘରର ଖିରି ପିଠା — A Ṡūdra's caste-dinner
  • ଦେ. ବି. (ସଂ. ଦଳ+ଭକ୍ତ) — [ଦ୍ର—ବଡ଼ଲୋକମାନଙ୍କ ଭୋଜୀରେ 'କ୍ଷୀରୀ ଓ ପିଠା' ଆଦି ସାମଗ୍ରୀ ଖାଇବାକୁ ମିଳେ ଓ ଗରୀବ ଲୋକମାନଙ୍କ ଭୋଜୀ ବା ଜାତି— ଭାତରେ ଜାତିଭାଇଙ୍କୁ 'ଡାଲି ଓ ଭାତ' ଖାଇବାକୁ ମିଳେ। ଏଥିପାଇଁ 'ଡାଲିଭାତ'ତ ଏକ ଅର୍ଥ ହାଟୁଆ ଓ ଗରୀବ ଲୋକଙ୍କର ଜାତି— ଭାଇମାନଙ୍କୁ ଦେବା ଭୋଜୀ। ବଡ଼ ଲୋକମାନଙ୍କ ଭୋଜୀକୁ ଖିରି ପିଠା ବୋଲାଯାଏ।]