ଡାଳ ଖାଇ Ḍāḻa khāi
- ପ୍ରାଦେ. (ସମ୍ବଲପୁର) ବି — ନୀଚ ଜାତୀୟ ସ୍ତ୍ରୀମାନେ ଅଶ୍ଳୀଳ ଓ ଆଦିରସଯୁକ୍ତ ଗୀତ ବୋଲି କରିବା ଏକପ୍ରକାର ନାଟ — A kind of dance by low caste women
- ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଏଥି ସଙ୍ଗେ ହାଡ଼ିବାଜା ଓ ଯୁଡ୍କାବାଦ୍ୟ ମଧ୍ୟ ବାଜୁ ଥାଏ ଓ ଯୁବତୀ ସ୍ତ୍ରୀମାନେ ଦାଣ୍ଡରେ ଗୀତ ବୋଲି ନାଚୁଥାଆନ୍ତି।]