ଡାଳ ମେଲିବା Ḍāḻa melibā

  • ଦେ. କ୍ରି — (ବୃକ୍ଷାଦି) ବହୁଦୂରକୁ ଶାଖା ବିସ୍ତାର କରିବା — To send forth or spread out branches (said of trees)
  • ଦେ. କ୍ରି — (ଲକ୍ଷଣାର୍ଥ) ବହୁ ସନ୍ତାନ ସନ୍ତତି ଜନ୍ମ କରିବା — (figurative) To bring forth a bevy of offsprings
  • ଦେ. କ୍ରି — ପୁଅ, ଝିଅ, ନାତି, ଅଣନାତିଙ୍କ ଦ୍ୱାରା ନିଜର ବଂଶ ବୃଦ୍ଧି କରିବା — To multiply (in progeny)
  • ଦେ. କ୍ରି — (ଯଥା—ଅଶି ବର୍ଷର ବୁଢ଼ୀ ଡାଳ ମେଲି କରି ବସିଛି।)
  • ଦେ. କ୍ରି — ନାନାଆଡ଼େ ନାନା ସମ୍ପର୍କ ଲଗାଇବା — To spread out one's connection to various branches or points