ଜଡ଼ାତେଲ Jaṟḍ̠ātela

  • ଦେ. ବି — ଏରଣ୍ଡତୈଳ; ଗବମଞ୍ଜିରୁ ବାହାର କରାଯିବା ତେଲ — Caster oil
  • ଦେ. ବି — [ଦ୍ର—ଜଡ଼ା ଅର୍ଥାତ୍ ଗମେଞ୍ଜିକୁ ପେଡ଼ି କରି ବା ସିଝାଇ କରି ତେଲ ମରାଯାଏ, ସିଝାଇ କରି ବାହାର କରାଯିବା ତେଲକୁ ରନ୍ଧା ଜଡ଼ାତେଲ କହନ୍ତି।]