ଜଡ଼ାଜଡ଼ି Jaṟḍ̠ājaṟḍ̠i

  • ଦେ. ବି — ପରସ୍ପର ସହିତ ସଂଯୋଗ — Attachment
  • ଦେ. ବି — ଅନ୍ଯୋନ୍ୟରେ ଆଲିଙ୍ଗନ — Mutual embrace
  • ବିଣ — ସଂଯୁକ୍ତ — Attached; clinging
  • ବିଣ — ପରସ୍ପର ଆଲିଙ୍ଗିତ — Inter locked