ଜଡ଼ି Jaṟḍ̠i

  • ଦେ. ବି. (ସଂ. ଜଟା) — ଔଷଧରୂପେ ବ୍ଯବହୃତ ଚେରମୂଳ — Medicinal roots
  • ଦେ. ବି. (ସଂ. ଜଟା) — ବଟବୃକ୍ଷ — Banyan tree
  • ପ୍ରାଦେ. (ସିଂହଭୂମ) ବି — ଅଶ୍ୱତ୍ଥ ଗଛ — The pipal tree; the holy fig tree