ଜଡ଼ାତେଲ ମେଣ୍ଢାବାଳ Jaṟḍ̠ātela meṇḍhābāḻa

  • ଦେ. ପ୍ରବଚନ — ଅଭେଦ୍ୟ ବା ଘନିଷ୍ଠ ପ୍ରଣୟରେ ଆବଦ୍ଧ — Very closely or intimately associated
  • ଦେ. ପ୍ରବଚନ — [ଦ୍ର—ଘନିଷ୍ଠ ଅଭେଦ୍ୟ ପ୍ରୀତି ସ୍ଥଳେ ଏହା କୁହାଯାଏ। ଯଥା—ସେ ଦୁହେଁ 'ଜଡ଼ାତେଲ ମେଣ୍ଢାବାଳ' ହୋଇଅଛନ୍ତି। ଯେହେତୁ ମେଣ୍ଢାବାଳରେ ଜଡ଼ାତେଲ ମିଶାଇଲେ ତାହା ସହଜରେ ପରସ୍ପର ବିଶିଷ୍ଟ ହୁଏ ନାହିଁ।]