ଜଡ଼ିତ Jaṟḍ̠ita

  • ଦେ. ବିଣ. (ସଂ ଜଟ୍ ଧାତୁଜ.) — ଖଚିତ — Set; studded; inlaid or overlaid with gems
  • ଦେ. ବିଣ. (ସଂ ଜଟ୍ ଧାତୁଜ.) — ବେଷ୍ଟିତ; — Covered; surrounded
  • ଦେ. ବିଣ. (ସଂ ଜଟ୍ ଧାତୁଜ.) — ଆସକ୍ତ; ସଂଲଗ୍ନ; ସଂଯୁକ୍ତ — Attached; clinging; intimately connected
  • ଦେ. ବିଣ. (ସଂ ଜଟ୍ ଧାତୁଜ.) — ମିଶ୍ରିତ — Implicated; mixed
  • ଦେ. ବିଣ. (ସଂ ଜଟ୍ ଧାତୁଜ.) — ବହିଲେ କି ସରସ୍ୱତୀ କାଳିନ୍ଦୀ ଜଡ଼ିତ—ଭଞ୍ଜ, ବୈଦେହୀଶବିଳାସ।
  • ଦେ. ବିଣ. (ସଂ ଜଟ୍ ଧାତୁଜ.) — ଲିପ୍ତ — Besmeared