ଜୀବନାଶ Jībanāṡa

  • ସଂ. ବିଣ. (ଜୀବନ+ଅଶ୍ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅ) — ସାଂଘାତିକ; ପ୍ରାଣନାଶକ; ପ୍ରାଣଘାତୀ — Destructive of life; fatal; mortal
  • ସଂ. ବି. (ଜୀବ+ନାଶ) ମୃତ୍ୟୁ; ପ୍ରାଣନାଶ — Death