ଜୀବନା Jībanā

  • ସଂ. ବି—(ଜୀବ୍ ଧାତୁ+କରଣ ଅନ+ଆ) — ମହୌଷଧ (ହି. ଶବ୍ଦସାଗର) — Medicine
  • ସଂ. ବି—(ଜୀବ୍ ଧାତୁ+କରଣ ଅନ+ଆ) — ଜୀବନ୍ତୀ ଲତା (ହି. ଶବ୍ଦସାଗର) — Jībantī creeper (See)