ଜୀବନାଶା Jībanāṡā

  • ସଂ. ବି. ( 6 ଷ୍ଠୀ ତତ୍; ଜୀବନ+ଆଶା) — ବଞ୍ଚିବାର ଆଶା — Hope of life
  • ସଂ. ବି. ( 6 ଷ୍ଠୀ ତତ୍; ଜୀବନ+ଆଶା) — ଜୀବନାଶା ଟଳି ଯାଉଅଛି କଳି ପାରୁ ନାହଁ ମୁଁ ମୋ ହୃଦନ୍ତର। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଜ ଗୀତ।