ଜୀବନୀୟଗଣ Jībanīya-gaṇa

  • ସଂ. ବି — ବୈଦ୍ୟଶାସ୍ତ୍ର ଅନୁସାରେ କେତେଗୋଟି ବଳ— କାରକ ମହୌଷଧି — A group of strength-giving herbs
  • ସଂ. ବି — (ଯଥା—ଜୀବନ୍ତୀ, କାଙ୍କୋଳୀ, ମେଦା, ମୁଦ୍ଗପର୍ଣ୍ଣୀ, ମାଷପର୍ଣ୍ଣୀ, ଜୀବକ, ଋଷଭକ ଓ ମଧୂକ; ମତାନ୍ତରରେ ଜୀବକ, ଋଷଭକ, ମେଦା, ମହାମେଦା, କାଙ୍କୋଳୀ, କ୍ଷୀରକାଙ୍କୋଳୀ, ରୁଦ୍ଧି ଓ ବୃଦ୍ଧି। ଜୀବନୀୟଗଣକୁ ଅଷ୍ଟବର୍ଗ ମଧ୍ୟ ବୋଲାଯାଏ।)