ଜୀବନୀ Jībanī

  • ସଂ. ବିଣ. (ଜୀବ ଧାତୁ+କରଣ ଅନ+ସ୍ତ୍ରୀ. ଈ)— ଯାହାଦ୍ୱାରା ଆୟୁ ବୃଦ୍ଧି ହୁଏ) — ଆୟୁର୍ବୃଦ୍ଧିକାରକ — Producing longevity
  • ସଂ. ବିଣ. (ଜୀବ ଧାତୁ+କରଣ ଅନ+ସ୍ତ୍ରୀ. ଈ)— ଯାହାଦ୍ୱାରା ଆୟୁ ବୃଦ୍ଧି ହୁଏ) — ପ୍ରାଣଦା — Life-giving; vital
  • ସଂ. ବିଣ. (ଜୀବ ଧାତୁ+କରଣ ଅନ+ସ୍ତ୍ରୀ. ଈ)— ଯାହାଦ୍ୱାରା ଆୟୁ ବୃଦ୍ଧି ହୁଏ) — ଯାହା ଜୀବନ ଦାନ କରେ — Reviving life
  • ସଂ. ବିଣ. (ଜୀବ ଧାତୁ+କରଣ ଅନ+ସ୍ତ୍ରୀ. ଈ)— ଯାହାଦ୍ୱାରା ଆୟୁ ବୃଦ୍ଧି ହୁଏ) — (ଯଥା—ଜୀବନୀ ଶକ୍ତି।)
  • ସଂ. ବି — ଜୀବନ୍ତୀ ବୃକ୍ଷ (ଦେଖ) — Jībantī (See)
  • ସଂ. ବି — ମହାମେଦା (ଦେଖ) — Mahāmedā (See)
  • ସଂ. ବି — ମେଦା (ଦେଖ) — Medā (See)
  • ସଂ. ବି — କାଙ୍କୋଲା (ଦେଖ) — Kāṅkolā (See)
  • ଦେ. ବି. — କୌଣସି ବ୍ଯକ୍ତିଙ୍କ ଜୀବନଚରିତ — Biography
  • ଦେ. ବି. — ଜୀବିକା — Livelihood; that by which one lives