ଜୀବନାବଧି Jībanābadhi

  • ଦେ. କ୍ରି. ବିଣ.—(ଜୀବନ+ଅବଧି) — ଜନ୍ମ ସମୟରୁ; ଜନ୍ମାବଧି — From birth
  • ଦେ. କ୍ରି. ବିଣ.—(ଜୀବନ+ଅବଧି) — ମରଣ ପର୍ଯ୍ୟନ୍ତ — Till-death