ଜହରାତ୍ Jaharāt
- ବୈଦେ. ବି. (ଆ. ଜହର; ଜଓହର୍; ଜୱହୀର୍ (ଫା) ଗଓହର; ତୁଳ. ସଂ. ଗହ୍ୱର) — ଖଣିଜ ବହୁମୂଲ୍ୟ ପ୍ରସ୍ତର; ବହୁମୂଲ୍ୟ ମଣିମୁକ୍ତାଦି — Jewels; gems
- ବୈଦେ. ବି. (ଆ. ଜହର; ଜଓହର୍; ଜୱହୀର୍ (ଫା) ଗଓହର; ତୁଳ. ସଂ. ଗହ୍ୱର) — ମଣିମୁକ୍ତାଖଚିତ ଅଳଙ୍କାର — Jewellery; ornaments set with gems