ଜହଲ୍ Jahal

  • ପ୍ରାଦେ. (ସମ୍ବଲପୁର) ବି. (ତୁଳ. ଇଂ. ଜେଲ୍) — ପୁଲିସ୍— ଦ୍ୱାରା ମାଜିଷ୍ଟ୍ରେଟଙ୍କ ନିକଟକୁ ଅଭିଯୁକ୍ତ ଆସାମୀର ଚାଲାଣ — Being sent up by the police (said of an accused) to the magistrate