ଜହାଁପନା Jahāñpanā

  • ବୈଦେ. ଅ. (ଆ. ଜହାଁପନା=ପୃଥିବୀପତି) — (ରାଜା ଓ ବଡ଼ଲୋକମାନଙ୍କୁ ସମ୍ବୋଧନ) ଛାମୁ! ମଣିମା! ହଜୁର! — Oh Lord! your honor!